ଅଟୋ ଓ ଟ୍ୟାକ୍ସିରେ ନାହିଁ ମିଟର୍‌ : ଯାତ୍ରୀ ଶୋଷଣର ଶିକାର, ମନଇଚ୍ଛା ଭଡ଼ା ଆଦାୟ, ପରିବହନ ବିଭାଗ ନିରବଦ୍ରଷ୍ଟା

କଟକ: କଟକ ସହର‌ର ବିପର୍ଯ୍ୟସ୍ତ ରାସ୍ତାଘାଟ ଅବସ୍ଥା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ସବୁ ବେଳେ ଚର୍ଚ୍ଚା ହେଉଥିବା ବେଳେ ସାଧାରଣ ଯାତ୍ରୀଙ୍କ ସମସ୍ୟା ପ୍ରତି କାହାର ନିଘା ନାହିଁ। ପ୍ରତିଦିନ କଟକ ସହରରେ ସାଧାରଣ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବେଳେ ଶୋଷଣର ଶିକାର ହେଉଛନ୍ତି। ଏହି ପୁରାତନ ସହରରେ ଅଟୋ ଓ ଟ୍ୟାକ୍ସିରେ କୌଣସି ମିଟର ନାହିଁ କି ଭଡ଼ା କିଛି ଧାର୍ଯ୍ୟ କରାଯାଇ … Continue reading ଅଟୋ ଓ ଟ୍ୟାକ୍ସିରେ ନାହିଁ ମିଟର୍‌ : ଯାତ୍ରୀ ଶୋଷଣର ଶିକାର, ମନଇଚ୍ଛା ଭଡ଼ା ଆଦାୟ, ପରିବହନ ବିଭାଗ ନିରବଦ୍ରଷ୍ଟା